କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଂଚାୟତରେ ଦଳିତ ପରିବାରଙ୍କୁ ଶାସକ ଦଳର ସରପଞ୍ଚଙ୍କ ଆକ୍ରମଣ ଘଟଣାରେ ଆଳି ପୋଲିସ ଓ କେନ୍ଦ୍ରାପଡ଼ା ଏସପି ଚୁପ । ଫଳରେ ଅସହାୟ ଦଳିତ ପରିବାର ଏବେ ରାଜ ରାସ୍ତାରେ । ଏହାକୁ ପ୍ରତିବାଦ କରି ଆଜି କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ ।
#ArgusNews #ArgusNewsTV #Odisha #Kendrapada #BJP_Protest