#ଦଳୀୟ_ଆଧାରରେ_ଦିଆଯାଉଛି_ଆବାସ !
ଭୁବନେଶ୍ବରରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ବିଜେଡି ପାର୍ଟି ଅଫିସକୁ ଯାଉନାହାନ୍ତି ବୋଲି ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ । ଖୋଲା ଆକାଶ ତଳେ ବିତୁଛି ଜୀବନ । ବିଏମସି ଅଫିସକୁ ଦୌଡି ଦୌଡ଼ି ନିରାଶ ହେଲେଣି କିନ୍ତୁ କେହି କଥା ଶୁଣୁନଥିବା ଅଭିଯୋଗ ହୋଇଛି
#ArgusNews #Odisha #ArgusNewsTV #Bhubaneswar #BMC #Abas