#ମାଆଙ୍କ_ମୂର୍ତ୍ତି_ପଛ_ବିଜେଡି_କଳି_ଆଗ
#କଟକିଆଙ୍କ_ଭାବାବେଗ_ପଛ_ନିଜ_ଜିଦି_ଆଗ
ଦଳୀୟ କଳି ଆଗରେ ପଛରେ ପଡ଼ିଲା ମାଆଙ୍କ ପୂଜା, ପରଂପରା...କଟକିଆଙ୍କ ଭାବାବେଗକୁ ଆଉ ଏକ ଧକ୍କା...ଶାସକ ବିଜେଡିର ଜଣେ କହୁଛି, ଜଣେ କାଟୁଛି...ଦେବାଶିଷଙ୍କ ପରେ ଭର୍ତ୍ତୃହରିଙ୍କ ବୟାନକୁ ଭୁଲ୍ କହିଲେ ସାଂସଦ ସୁବାସ ସିଂ
#Cuttack #DurgaPuja #StatueIssue #BJD #Odisha #ArgusNews