#ଦଶମ_ଓ_ଦ୍ଵାଦଶ_ଶ୍ରେଣୀ_ବୋର୍ଡ_ପରୀକ୍ଷା_ପାଇଁ_ଚିନ୍ତାରେ_ପରୀକ୍ଷାର୍ଥୀ
#ଗତକାଲି_ଗଣ_ଶିକ୍ଷା_ମନ୍ତ୍ରୀଙ୍କ_ବୟାନ_ପରେ_ଏବେ_ ଦ୍ଵନ୍ଦରେ_ଛାତ୍ର_ଛାତ୍ରୀ
ବର୍ଷ ତମାମ ଅନ ଲାଇନ ମାଧ୍ୟମରେ ପାଠ ପଢ଼ାଯାଇଛି କିନ୍ତୁ ସବୁ ପିଲାଙ୍କ ପାକ୍ଷେ ବୁଝିବା ସମ୍ଭବ ହୋଇନାହିଁ। ସେପଟେ ପୂର୍ବ ବର୍ଷ ଭଳି ୭୦ ପ୍ରତିଶତ ସିଲାବସରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ।
#boardexam #students #statement #PublicInstruction #syllabus #exam #onlineclass #Odisha #ArgusNews