ଚଳିତ ବର୍ଷ ଦଶମ ଫଳାଫଳକୁ ନେଇ କୃଷ୍ଣପ୍ରସାଦ ବ୍ଲକରେ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ଅଶୋନ୍ତଷ। ସ୍କୁଲ କତୃପକ୍ଷ ନବମ ଓ ଦଶମ ର ଯେତିକି ମାର୍କ ବୋଡକୁ ପଠାଇଛନ୍ତି ସେଥିରୁ ବୋର୍ଡ କମ ମାର୍କ ଦେଇଛି। ଫଳରେ ତୃଟି ସଂଶୋଧନ ପାଇଁ ଦାବୀ କରିଛନ୍ତି ଅରଖକୁଦା ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ।
#ArgusNews #Odisha #Puri #Brahmagiri #MatricResult