ମାଟ୍ରିକ କାଳେ ପାସ କରିପାରିବେ ନାହିଁ । ତେଣୁ 15 ବର୍ଷର ଦଶମ ଶ୍ରେଣୀ ଛାତ୍ର ନେଇଛନ୍ତି ଚରମ ପଦକ୍ଷେପ । ମା ଙ୍କ ପାଇଁ କୋହଭରା ଚିଠି ଲେଖି ଗତ 19 ତାରିଖରୁ କୁଆଡେ ଚାଲି ଯାଇଛନ୍ତି । ଏ ନେଇ ପରିବାରଲୋକେ ପୋଲିସ ଦ୍ୱାରସ୍ଥ ହୋଇଛନ୍ତି । ତେବେ 15 ବର୍ଷର ପୁଅ ଏବେ କେଉଁଠି । ପୁଅର ଚିଠିକୁ ନେଇ ଚିନ୍ତାରେ ପୁରା ପରିବାର ।
#Brahmapur #10thclass #students #Odisha #ArgusNews