#ସଜେଇ_ହେଉଛି_ପୁରଠୁ_ପଲ୍ଲୀ
କଟକର ବିଭିନ୍ନ ପୀଠ ଗୁଡିକରେ ମା'ଙ୍କ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ମଣ୍ଡପ ଗୁଡିକରେ ଚାଲିଛି ମୃଣ୍ମୟୀ ମୂର୍ତ୍ତିରେ ଦେବୀଙ୍କ ରୂପ ବିନ୍ୟାସ । ବର୍ଷ ବର୍ଷ ଧରି ମଣ୍ଡପ ଗୁଡିକରେ ପାଳିତ ହୋଇଥିବା ବିଧି ପରମ୍ପରାର ସ୍ମୃତି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଚେତନାକୁ ଉଜ୍ଜୀବିତ କରି ରଖିଛି ।
#Cuttack #durgapuja #festival #decoration #Odisha #ArgusNews