#ଦଶ_ହଜାର_ସ୍କୋୟାର_ଫୁଟର_ତିନି_ଠାକୁରଙ୍କ_ମୁରୁଜ_ଆର୍ଟ !
ମୁରୁଜରେ 10000 ସ୍କୋୟାର ଫୁଟ ର ତିନି ଠାକୁରଙ୍କ ଚିତ୍ର ଅଙ୍କନ କରିଛନ୍ତି ବାଲେଶ୍ବର ଜଳେଶ୍ବର ଶିଳ୍ପୀ ଅଜୟ ଘୋଷ । ଏକ ନିଆରା କୃତିତ୍ୱ ପ୍ରୟାସ ରେ ଅଜୟ ଘୋଷ କବି ଦୀନକୃଷ୍ଣ ଙ୍କ ଜନ୍ମ ମାଟି ରେ ରଥଯାତ୍ରା ଉପଲକ୍ଷେ ମୁଣତୁଣିଆ ହାଇସ୍କୁଲ ପଡ଼ିଆରେ ଅଜୟ ଘୋଷ ଏବଂ ସହଯୋଗୀ ପ୍ରାୟ ୧୦ ହଜାର ସ୍କୋୟାର ଫୁଟର ତିନି ଠାକୁରଙ୍କ ସହ ତିନି ରଥ ମୁରୁଜରେ ଅଙ୍କନ କରି ସ୍ଥାନୀୟ ଅଞ୍ଚଳରେ ରେ ବେଶ ପ୍ରସଙ୍ଗ ସାଉଁଟିଛନ୍ତି
#ArgusNews #Odisha #ArgusNewsTV #Balasore #MurujaArt #Jaleswar #RathYatra2021