ଅପରାଧିକ ମାମଲା ଥିବା ନେତାଙ୍କ ପାଇଁ ବଢିବ ଅଡୁଆ । ରାଜ୍ୟରେ କେତେ ବିଧାୟକ ଓ ସାଂସଦଙ୍କ ନାଁରେ ଅପରାଧିକ ମାମଲା ଅଛି ତାର ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନେତାଙ୍କ ନାଁରେ କେଉଁ ଜିଲ୍ଲାରେ କେତେ ମାମଲା ଅଛି ତାର ତଥ୍ୟ ଦେବା ପରେ ଅକ୍ଟୋବର 19ରେ ଏହାର ଶୁଣାଣୀ ହେବ ....
#ArgusNews #Odisha #Criminalisation_Of_Politics