#ଦାଦନ #ଜୀବିକା #ଓ #ଦୁର୍ବିସହ #ଜୀବନ
ଦୁର୍ଦ୍ଦଶାର ପାହାଡ଼ ତଳେ ଚାପି ହୋଇ ରହିଛି ଶହ ଶହ ଜୀବନ । ଶିକ୍ଷିତ ବେକାରଙ୍କ ରୋଜଗାର ପାଇଁ ଶେଷ ଭରସା ସାଜିଛି ଦାଦନ । ଜୀବନ ଜୀବିକାର ଦୋଛକିରେ ରୁନ୍ଧି ହେଉଛନ୍ତି ଶହ ଶହ ଲୋକ । ସେପଟେ 16 ବର୍ଷ ହେଲା ଗ୍ରାମବାସୀଙ୍କୁ ଜବ୍ କାର୍ଡ ମିଲିଛି ହେଲେ ଆଜି ଯାଏଁ କାମ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
#Koraput #educated #unemployed #nrega #jobcard #OdishaCM #Odisha #ArgusNews