ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ଉଠିଲା ବଡ଼ ପ୍ରଶ୍ନ। ପ୍ରମାଣ ଅଭାବ ନା ପ୍ରମାଣ ଯୋଗାଡ ପାଇଁ ଆଗ୍ରହ ଦେଖାଇଲା ନାହିଁ ପୁରୀ ପୋଲିସ। କାହାକୁ ସୁରକ୍ଷା ଦେବା ପାଇଁ ହୋଇଛି ଏ ଷଡଯନ୍ତ୍ର
#Puri #sunasinghari #murdercase #puripolice #ArgusNews