#ଦାନ୍ତ_ପାଇଁ_ହାତୀ_ହତ୍ୟା !
#ପୋଷ୍ଟମର୍ଟମ_ପରେ_ଆସିଲା_ଚଂଚଲ୍ୟକର_ତଥ୍ୟ
ନରସିଂହପୁର ହାତୀ କଙ୍କାଳ ମିଳିବା ଘଟଣା ରେ ସାମ୍ନାକୁ ଆସିଲା ପ୍ରାଥମିକ ପୋଷ୍ଟମୋର୍ଟମ ରିପୋର୍ଟ । ହାତୀର ଦୁଇ ଦାନ୍ତ କଟାଯିବା ସହ ପୋତିବା ପୂର୍ବରୁ ପୋଡା ଯାଇଥିବା କହିଛନ୍ତି ପୋଷ୍ଟ ମୋର୍ଟମ କରିଥିବା ଡାକ୍ତର। ତେବେ ଅଧିକ ତଥ୍ୟ ପାଇଁ ହାତୀର ଡିଏନଏ ଟେଷ୍ଟ ହେବ ।
#Odisha #ArgusNews #elephant #elephantteeth #loot #narsinghpur