#ଖଣି_ଲିଜ୍_ଦେବା_ପାଇଁ_ଲାଞ୍ଚ ।।
#ଦାମି_ଗାଡି_ଓ_ଟଙ୍କା_ଦେଇ_ମହାଲୁଟ୍ ।।
#ବିଳାଶପୂର୍ଣ୍ଣ_କାର୍_ଓ_କୋଟି_ଟଙ୍କା_ନେଇ_ମାଲକାନାଗିରି_ଜିଲ୍ଲା_ମୁଖ୍ୟ_ଚୁପ୍ ।।
#ପୂର୍ବତନ_ସାଂସଦ_ପ୍ରଦୀପ_ମାଝୀ_ଅଭିଯୋଗ ।।
ମାଲକାନାଗିରି ଜିଲ୍ଲାପ୍ରଶାସନ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ୧ କୋଟି ଟଙ୍କା ଆଉ ଏନଜି ହେକ୍ଟର ଗାଡି ଲାଞ୍ଚ ନେଇ ୭ଟି ଖଣିକୁ ଜଣେ ଗ୍ରାନାଇଟ୍ ଖଣି ମାଲିକଙ୍କ ହାତରେ ଟେକି ଦେଇଛନ୍ତି ମାଲକାନାଗିରି ଜିଲ୍ଲାପ୍ରଶାସନର ମୁଖିଆ ।
#ArgusNews #Odisha #ArguNewsTV #LOOT #MahaLoot #Malkangiri #MiningScam #Dhenkanal #Dharmasala #Jajpur