#ଦାସ_ବର୍ମାଙ୍କ_ପାଖ_ମାଡିବତ_କ୍ରାଇମବ୍ରାଞ୍ଚ ?
#ଚିତ୍ତ_ହତ୍ୟାକାଣ୍ଡକୁ_ନେଇ_ଅକଳରେ_ସଞ୍ଜୟ
ସଞ୍ଜୟ ଷଡଯନ୍ତ୍ର କରିଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚିତ୍ତଙ୍କ ପତ୍ନୀ ଓ ପରିବାର । ସଞ୍ଜୟଙ୍କ ସହ ମିଶିବା ପରେ ନିଜର ସ୍ୱର ବଦଳାଇଛନ୍ତି ଚିତ୍ତଙ୍କ ବଡବାପା ।
#controversy #allegations #chittaranjan #ChittaranjanMurderCase #Investigation #Crimebranch #Odisha #ArgusNews