ସ୍ଵାସ୍ଥ୍ୟ ବିଭାଗର ବେପରୁଆ ଟୀକାଦାନ। ଗାଡିରୁ ଓହ୍ଲାଉନାହାଁନ୍ତି ଦିଦି। ଗାଡିରେ ବସି ଟୀକା ଦେଉଥିବା ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ଗ୍ରାମରେ ଦିଦି ମାନେ ଭିନ୍ନ ଧରଣର ଟୀକା ଦେଉଥିବା ଦେଖିବାକୁ ମିଳିଛି
#jagatsinghpur #covid19 #vaccination #bachhala #viralvedio #ArgusNews