ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ପ୍ରଭୁ ଜଗନ୍ନାଥ । ଆମ ଓଡ଼ିଆ ଜାତିର ଅସ୍ମିତା । ଆସନ୍ତାକାଲି ରତ୍ନବେଦୀ ଛାଡ଼ି ଜନ୍ମବେଦିକୁ ଯିବେ ୩ ଠାକୁର । ତେବେ କାଳିଆ ସାଆନ୍ତ ପାଇଁ କିଏ ର୍ନିମାଣ କରିଛି ରଥ ତ କିଏ ରଙ୍ଗ ତୁଳିରେ ଚିତ୍ର ଆଙ୍କିଛି ।
#ArgusNews #Odisha #ArgusNewsTv #rathayatra2021 #Puri