#ସୁନା_ଗହଣା_ଗଢି_ପରିବାର_ପୋଷୁଥିଲେ_ପ୍ରତାପ
#ହେଲେ_ଧୋକା_ଦେଲା_ଆଖି
ଭଲରେ ଆଖିକୁ ଦେଖା ନ ଯିବା ସାଙ୍ଗକୁ ସୁନାର ଭାଉ ଆକାଶ ଛୁଆଁ ହେଲା । ବେପାର କମି ଆସୁଥିବା ବେଳେ କରୋନା ମହାମାରୀ ଛଡାଇ ନେଲା ସୁନା ଅଳଙ୍କାର ଗଢିବାର ଜୀବିକା । ଘର ବାଡ଼ିରେ ଜାଗା ଥିଲା,ତେଣୁ ପତ୍ନୀ ଓ ପୁଅକୁ ନେଇ ସେ ଆରମ୍ଭ କଲେ ଘର ବାଡ଼ିରେ କଦଳୀ ଚାଷ । ୧୦୦ ଗଛ ଲଗାଇ ଏବେ ମାସକୁ ହଜାରେ ଟଙ୍କାରୁ ଅଧିକ ଆୟ କରୁଥିବା ବେଳେ କଦଳୀ ଗଛର ଛାଇରେ ପାଳୁଅ ଚାଷ କରି ପାଇଛନ୍ତି ଜୀବିକା ।
#Planting #Bananacultivation #Business #CoronaPandemic #SelfEmployed #GoodNews #Farmer #Cuttack #ArgusNews