#ଦିନେ_ଥିଲେ_କର୍ପୋରେଟର_ଏବେ_ଦିନ_ମଜୁରିଆ
#ସମୟ_ସହ_ବଦଳିଯାଇଛି_ଜୀବନର_କାହାଣୀ
ଆମେ କହୁଛୁ ସୁକାନ୍ତି ସିଂଙ୍କ କଥା। ସୁକାନ୍ତି ହେଉଛନ୍ତି ପୂର୍ବତନ କର୍ପୋରେଟର। 2004 ମସିହାରେ ସେ ଥିଲେ କଟକ ମହାନଗର ନିଗମ 48 ନମ୍ବର ୱାର୍ଡର କର୍ପୋରେଟର । ପାଞ୍ଚ ବର୍ଷ ଭିତରେ ଅଞ୍ଚଳ ପାଇଁ ଅନେକ କାମ କରିଥିବା ବେଳେ ପରବର୍ତ୍ତୀ ସମୟରେ ରାଜନୀତି ରେ ଆଉ ସକ୍ରିୟ ରହି ପାରିଲେ ନାହିଁ ସୁକାନ୍ତି ।
#Corporator #Cuttack #DayLabor #Odisha #ArgusNews