୨୦୧୦ରେ ମାଟ୍ରିକରେ ୩୧୮ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ ବାୟା ମାଙ୍କଡ଼ିଆ । ଏତିକି ବାଟ ଆସିବାରେ ସେ ଥିଲେ ଆଦିମ ବିପଦ ସଂକୁଳ ମାଙ୍କଡ଼ିଆ ଜନଜାତିର ପ୍ରଥମ ଯୁବକ । ଏଭଳି ସଫଳତାରେ ରାଷ୍ଟ୍ରପତିଙ୍କ ଠାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ସମସ୍ତେ ବାୟାର ଉଜ୍ଜଳ ଭବିଷ୍ୟତ କାମନା ସହିତ ପ୍ରଶଂସା କରିଥିଲେ । କିନ୍ତୁ ବିଡ଼ମ୍ବନା ଯେ ,ଅର୍ଥ ଅଭାବରୁ ଯୁକ୍ତ ତିନି ଶେଷବର୍ଷରେ ଅଧା ବାଟରୁ ଅଟକି ଗଲା ବାୟା । ଏବେ କୁଲି ମଜୁରୀ କଲେ ପୁରୁଛି ପେଟ
#ArgusNews #Odisha #ArgusNewsTV #GoodNews #Baya_Mankadia #Mayurbhanja #Kaptipada