#ଦିନେ_ମାଛ_ମାରି_ପରିବାର_ପ୍ରତିପୋଷଣ_କରୁଥିଲେ_ଆଜି_ଶଯ୍ୟାଶାୟୀ !
ମାଛ ମାରି ଆଣିଲେ ପରିବାର ଚଳୁଥିଲା, ହେଲେ ଦିନେ ସେ ମାଛ ଧରିବା ହିଁ ତାଙ୍କ ପାଇଁ କାଳ ହେବ ବୋଲି କେବେ ଭାବିନଥିଲେ କିଷ୍ଣା । ଏହିପରି କିଛି ଘଟଣା ଘଟିଛି ଗଞ୍ଜାମ ଛତ୍ରପୁର ବ୍ଲକ ନୋଳିଆନୁଆଗାଁର ଏକ ମତ୍ସଜୀବିଙ୍କ ପରିବାର କ୍ଷେତ୍ରରେ
#ArgusNews #Odisha #ArgusNewsTV #NewsChannel #Ganjam #fisherman