ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଭୁବନେଶ୍ବର ଜଗନ୍ନାଥ ନଗର ଲେନ-୪ ରେ ଘଟିଛି ଏଭଳି ଘଟଣା । ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଘରୁ ସୁନା, ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହେଉଛି ।
#Bhubaneswar #attack #woman #jeweleryLoot #Odisha #ArgusNews