#ସ୍ଵର୍ଣ୍ଣଚୁଡ଼_ଜଙ୍ଗଲ
#ରାଜ_କରୁଛନ୍ତି_ଭାଲୁ
ନୀଳଗିରି ସ୍ଵର୍ଣ୍ଣଚୁଡ଼ ଜଙ୍ଗଲର ଭାଲୁମାନେ ସହରରେ ରାଜ କରୁଛନ୍ତି। ଅନେକ ସ୍ଥାନରେ ରାତିରେ ଷ୍ଟ୍ରିଟ ଲାଇଟ ଜଳୁ ନଥିବା ବେଳେ ଅହରହ ଦିନରେ ଜଳି ରହୁଛି। ସହରରେ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରୁଛନ୍ତି ଭାଲୁ
#Balasore #Nilagiri #Streetlights #Bear #PeopleProblem #Odisha #ArgusNews