ଅଦ୍ୟମ ଇଛ୍ଛା ଶକ୍ତି ଓ ଦୃଢ ମନବଳ ଆଗରେ ସବୁ ସମସ୍ୟା ତୁଛ୍ଛ । ଏଭଳି ଏକ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ପଦ୍ମପୁର ଗାଁ ର ତାପସ ବାରିକ । ଦୁର୍ଘଟଣାରେ ଗୋଡ ହରାଇଥିବା ତାପସ ନିଜ ଉଦ୍ୟମରେ ଦୋକାନ କରି ଏବେ ନିଜ ୨୦ ଜଣିଆ ପରିବାରର ପେଟ ପୋଷୁଛନ୍ତି । ମାତ୍ର ଦୁଃଖର ବିଷୟ ଏଯାଏଁ ତାଙ୍କ ପାଖରେ ପହଞ୍ଚି ପାରିନି ସରକାରୀ ସୁବିଧା
#Jagatsinghpur #Raghunathpur #handicapped #govtbenefit #ArgusNews