#ଦିବ୍ୟାଙ୍ଗ_ହିତାଧିକାରୀଙ୍କୁ_ଉପହାସ
#ବଡମ୍ବାରେ_ଦିଗହରା_ଆବାସ_ଯୋଜନା
ବଡମ୍ବା ବ୍ଲକ ଅଧିନ କନ୍ତପଡା ଗାଁ ରେ ଦିଗହରା ବିଜୁ ପକ୍କା ଘର ଯୋଜନା । ଦିଦ୍ୟାଙ୍ଗ ହିତାଧିକାରୀଙ୍କୁ ଲଲିପପ । ଅଧାଗଢା ଘରେ ବିଜୁ ପକ୍କା ଘର ଫଳକ ଲଗାଇଲେ ଅଧିକାରୀ । ଗାଁର ଭଗବାନ ବିଶ୍ୱାଳ ଗରିବ ହୋଇଥିବାରୁ ଆର୍ଥିକ ଅନଟନ ରେ ଜୀବନ କାଟୁଛନ୍ତି ।
#Cuttack #bijupakkaghar #Kantapada #handicapped #OdishaCM #Odisha #ArgusNews