ଦୀର୍ଘଦିନ ପରେ ପୂରଣ ହେବାକୁ ଯାଉଛି କଟକ ବିଡାନିସୀ ଅଞ୍ଚଳବାସୀଙ୍କ ଦାବି । ପ୍ରତିବର୍ଷ ଏଠାରେ ଉପୁଜୁଥିବା ଜଳ ବନ୍ଦୀ ସମସ୍ୟାର ହେବ ସ୍ଥାୟୀ ସମାଧାନ। ସେଥିପାଇଁ ଆଜି ବିଡାନାସୀ ରିଙ୍ଗ ବନ୍ଦ ରାସ୍ତା ଠାରୁ ଚାହଟା ପର୍ଯ୍ୟନ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ପରେ ସେହି ଠାରେ ଏକ ବଡ଼ ଡ୍ରେନ ତିଆରି କରାଯାଇ ବର୍ଷା ଜଳ ନିଷ୍କାସନ କରାଯିବ ।
#RingRoad #drain #builtdrain #Bidanasi #Watertrappingproblem #IllegalOccupation #cuttack #Odisha #ArgusNews