କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପରିସର। ଯେଉଁଠି ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ଲୋକଙ୍କ ଗହଣରେ ପ୍ରେମିକ,ନିଜ ପ୍ରେମିକଙ୍କୁ କାଚ-ସିନ୍ଦୁର ପିନ୍ଧାଇ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ। ଗ୍ରାମବାସୀ ଓ ଜଣେ ଓକିଲଙ୍କ ମଧ୍ୟସ୍ଥତାରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।
#ArgusNews #Odisha #Keonjhar #MarriageInPoliceStation #lovecouple