#ଦୀର୍ଘ_ବର୍ଷ_ଧରି_ଆବାସ_ଯୋଜନାରୁ_ବଞ୍ଚିତ_ଗରିବ_ଆଦିବାସୀ #ବାରମ୍ବାର_ଅଭିଯୋଗ_ପରେ_ବି_ଶୁଣୁନାହାଁନ୍ତି_ପ୍ରଶାସନିକ_ଅଧିକାରୀ ଦୁର୍ଗମ ଅଞ୍ଚଳ ଆଦିବାସୀଙ୍କ ପାଇଁ ଆଜି ବି ସ୍ବପ୍ନ ପାଲଟିଛି ସରକାରୀ ଆବାସ ଯୋଜନା। ଘର ଖଣ୍ଡିଏ ଅଭାବରୁ ଭଙ୍ଗା ଝାଟିମାଟି ଘରେ ଦିନ କାଟୁଛନ୍ତି ଶହ ଶହ ଗରିବ ଆଦିବାସୀ ପରିବାର। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଖଡ଼କପୁର ଗ୍ରାମରେ ଦେଖିବାକୁ ମିଳିଛି ଆବାସ ଯୋଜନାର ବିକଳ ଚିତ୍ର। #Odisha #ArgusNews #Koraput #jaipur #AWAS #scam #adiwasi
