#ଦୀର୍ଘ_ବର୍ଷ_ପରେ_ବି_ବଣ୍ଡାଘାଟିରେ_ପହଞ୍ଚିଲାନି_ବ୍ୟାଙ୍କ_ସେବା
#ସମସ୍ୟାର_ପାହାଡ_ଉପରେ_ଏଠାକାର_ବଣ୍ଡା_ଜନଜାତି
ମାଲକାନଗିରି ବଣ୍ଡାଘାଟିରେ ବ୍ୟାଙ୍କ ସେବା ଆଜି ବି ସ୍ବପ୍ନ। ଜମାଖାତା ଖୋଲିବାକୁ ହେଲେ ଆସିବାକୁ ପଡୁଛି 40-50 କିଲୋମିଟର। ଖଇରପୁଟ ବ୍ଲକ ମଧ୍ୟରେ ତିନୋଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିଛି । ଖଇରପୁଟ ସଦର ମହକୁମା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ରହିଛି। ସେ ବି ସପ୍ତାହରେ ଛୁଟି ଦିନ ବାଦ ଯଦିଓ ଗୁରୁବାର ଦିନ ଖୋଲା ରହୁଛି କିନ୍ତୁ ଗ୍ରାହକମାନଙ୍କ ପାଇଁ ସେବା ବନ୍ଦ।
#bank #Malkangiri #village #villagers #Odisha #ArgusNews