ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଓଡ଼ିଶାକୁ ଆଉ ଏକ ବଡ଼ ଭେଟି । ଗଞ୍ଜାମର ଶୀତଳାପଲ୍ଲୀରେ ନିର୍ମାଣ ହେବ ୱାଗନ କାରଖାନା । ଏଥିପାଇଁ ରେଳ ବିଭାଗର ପଦାଧିକାରୀ ଅନୁଧ୍ୟାନ କରିଛନ୍ତି । ୧୦୦ ଏକର ଜମିରେ ଆସନ୍ତା ୬ ମାସ ଭିତରେ ୱାଗନ କାରଖାନା ହେବ ନାଁ କମ୍ପୋନେଣ୍ଟ କାରଖାନା ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।
#Ganjam #wagonindustry #railway #Minister Ashwini Vaishnav #Odisha #ArgusNews