ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିଲା ପୁଅ l ଯିବା ଦିନ ଠାରୁ ଦିନ ରାତି ଏକ କରି ଖୋଜୁଥିବା ପରିବାରବର୍ଗ ଖୁସିରେ ଆତ୍ମହରା ହୋଇପଡିଛନ୍ତି l ଯାଜପୁର ଜିଲା କୋରେଇ କନ୍ତର ଗାଁ ରୁ ନିଖୋଜ ହୋଇଯାଇଥିବା ମଦନ ଖଟୁଆଙ୍କୁ ପଶ୍ଚିମବଙ୍ଗର ବାଙ୍କୁଡାରୁ ଉଦ୍ଧାର କରାଯାଇଛି l
#jajpur #Korei #MissingSon #Returns #rescued #WestBengal #MadanKhatua #ArgusNews