ଦୀର୍ଘ ଦୁଇ ବର୍ଷ ହେଲା ସେ ଏଠି ଠିଆ ହୋଇଛନ୍ତି । ଆମେ ଘଣ୍ଟେ କି ଦୁଇ ଘଣ୍ଟା ଠିଆ ହେଲେ କଷ୍ଟ ହୁଏ । ହେଲେ ସେ ପୁରା ଦି ବର୍ଷ ହେଲାଣି ଠିଆ ହୋଇଛନ୍ତି । ଦିନହେଉ ଅବା ରାତି ଖରା ହେଉ ଅବା ବର୍ଷା କାହାକୁ ଖାତିର ନାହିଁ । ଖୁଣ୍ଟ ପରି ଛିଡ଼ା ହୋଇ ରହୁଛନ୍ତି । ପୋଖରୀର ଏହି ହିଡ ପାଲଟିଛି ତାଙ୍କ ପାଇଁ ସବୁକିଛି । ଏତେ ସମୟ ଠିଆ ହେବା ପରେ ବି ଦିନେ ତାଙ୍କୁ ଏଥିପାଇଁ ହସ୍ପିଟାଲ ଯିବାକୁ ପଡିନି ।
#Ganjam #Woman #Standing #Odisha #ArgusNews