ସର୍ବସାଧାରଣ ଦର୍ଶନ ପାଇଁ ଆଜିଠାରୁ ଖୋଲିଲା ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ I RTPCR ସହ ଦୁଇ ଡୋଜ ଟୀକା କାରଣର ସାର୍ଟିଫିକେଟ ଦେଖାଇ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ I
#lingarajtemple #covidguidelines #Odisha #ArgusNews