ଦୁଆରମୁଁହରେ ବନ୍ଧା ରାମୁର ଭବିଷ୍ୟତ,ଏକମାତ୍ର ପୁଅ ପାଇଁ ସରିଗଲାଣି ସର୍ବସ୍ବ। ବର୍ଷ କି ଦୁଇବର୍ଷ ନୁହେଁ,ଦୀର୍ଘ ୧୧ ବର୍ଷ ହେଲା ଘର ଦୁଆରରେ ଘରେ ଏକମାତ୍ର ପୁଅର ଜୀବନ କଟୁଛି । ଆଉ ପୁଅର ଏଭଳି ଦୁରବସ୍ଥାକୁ ଦେଖି ବାପାମାଆ ଆଖିରୁ ସବୁଦିନ ଲୁହ ଗଡାଇବା ସହ ତା'ର ଚିକିତ୍ସା ପାଇଁ ପ୍ରାଣପଣେ ଉଦ୍ୟମ କରିଚାଲିଛନ୍ତି।
#ArgusNews #ArgusNewsTV #Odisha #Ganjam #MentalDisorder