#ଦୁଇ_ମନ୍ତ୍ରୀଙ୍କ_ମୁହଁରେ_ଟଙ୍କାର_ତୁଣ୍ଡି !
#ଟଙ୍କା_ଦେଇ_ମୁହଁ_ବନ୍ଦ_କରିଦେଇଛନ୍ତି_କି_କାରଖାନା_ମାଲିକ ?
#ମଧ୍ୟପ୍ରଦେଶରେ_200_କୋଟି #ଓଡ଼ିଶାରେ_କେତେ ?
ସମ୍ବଲପୁର ଗୁଟଖା କାରଖାନା ଅଗ୍ନିକାଣ୍ଡରେ ଗଲା 3 ଶ୍ରମିକଙ୍କ ଜୀବନ । ଘଟଣାରେ 13 ଦିନ ପରେ ବି ଦୁଇ ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି । ଏବେ ପ୍ରଶ୍ନ ଉଠୁଛି, ଟଙ୍କା ଦେଇ ମୁହଁ ବନ୍ଦ କରିଦେଇଛନ୍ତି କି କାରଖାନା ମାଲିକ ? ମଧ୍ୟପ୍ରଦେଶରେ 200 କୋଟି ଅଭିଯୋଗ ହୋଇଥିଲା ତେବେ ଓଡ଼ିଶାରେ କେତେ ?
#Sambalpur #Gutkhafactory #fireaccident #police #Arrest #WorkerDeath #Odisha #ArgusNews