#ଦୁଗ୍ଧ_ଚାଷୀଙ୍କୁ_ବଡ_ଧୋକା
#କାମରେ_ଆସୁନି_ରାଜ୍ୟର_ସର୍ବବୃହତ_ଓମଫେଡ_ପ୍ଲାଣ୍ଟ
ପୁଣି ପାଣିରେ ପଡିବ କି ରାଜ୍ୟବାସୀଙ୍କ 300 କୋଟି ? । କଟକର ଅରିଲୋଠାରେ ଥିବା ସର୍ବବୃହତ ଅଟୋମେଟେଡ ଓମଫେଡ ଡାଏରୀ ପ୍ଲାଣ୍ଟ ଏବେ ଅକାମୀ । ଉଦଘାଟନର 50 ଦିନ ପରେ ବି ଦୁଗ୍ଧ ଚାଷୀଙ୍କ କାମରେ ଆସୁନି ଏହି ଅଟୋମେଟେଡ ଓମଫେଡ ଡାଏରୀ ।
#Cuttack #automatedomfeddairyplant #inauguration #OdishaCM #farmers #Odisha #ArgusNews