ଦାରିଙ୍ଗବାଡ଼ି ବ୍ଲକରେ ଭଙ୍ଗା ଦଦରା ଗୁହାଳ ଘରେ ଚାଲିଛି ଶିକ୍ଷାଦାନ । ଗାଁକୁ ଏବେସୁଦ୍ଧା ପକ୍କା ରାସ୍ତାଟିଏ ବି ହୋଇପାରିଲା ନାହିଁ । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଗଡ଼ାପାକାଲି ଗାଁରୁ ଦେଖି ଏହି ରିପୋର୍ଟ
#kandhamal #daringibadi #durgamOdisha #anganwadicenter #underdevelopment #ArgusNews