ଦୁର୍ଗମ ଅଞ୍ଚଳରେ ନାହିଁ ଗମନାଗମନ ବ୍ୟବସ୍ଥା !
ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କ ନିତି ଦିନିଆ ବିପଦପୂର୍ଣ୍ଣ ଯାତ୍ରା । ସ୍ରୋତ ଭରା ନାଳ ପାର ହେଲେ ପଡିଥାଏ ସରକାରୀ ସ୍କୁଲ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
#Koraput #Nandapur #Bridge #GovtSchool #Student #Communication #RoadProblem #Odisha #ArgusNews