#ପିଡ଼ିଏସ_ଚାଉଳରେ_ମିଶ୍ରିତ_ରହିଛି_ପ୍ଲାଷ୍ଟିକ_ଚାଉଳ
#ପାଣିରେ_ଭାସୁଛି_ନିଆଁରେ_ଜଳୁଛି
ସାବଧାନ ହୋଇଯାଆନ୍ତୁ । ପିଡ଼ିଏସ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ୍ ମିଶା ଚାଉଳ । ପାଣିରେ ପକାଇଲେ ଭାସୁଛି, ଚୋବାଇଲେ ଚୁଇଁଗମ୍ ପରି ଲାଗୁଛି । ନିଆଁ ଲଗାଇଲେ ପ୍ଲାଷ୍ଟିକ ଭଳି ଜଳୁଛି । ଏଭଳି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଦହଡାମାଳ ଗାଁର ହିତାଧିକାରୀ ।
#Nabarangpur #PDSrice #plastic #mixedrice #OdishaCM #Odisha #ArgusNews