ଦୁର୍ଘଟଣା ପରେ ଉତ୍ତେଜନା । ଆହତଙ୍କୁ ଉଦ୍ଧାର କରିବାକୁ ଆସି ଲୋକଙ୍କ ଆକ୍ରୋଶର ଶୀକାର ହେଲା କେନ୍ଦୁଝର ତୁରୁମୁଙ୍ଗା ପୋଲିସ । ତୁରୁମୁଙ୍ଗା ଥାନା ଡୁମିରିଗୋଡ଼ା ନିକଟରେ ଏକ ଟ୍ରକ ଭୁଲ ବାଟରେ ଆସି କାରକୁ ଧକ୍କା ଦେବାରୁ ୫ ଜଣ ଆହତ ହୋଇଥିଲେ ।
#Keonjhar #Accident #RoadAccident #Uttejana #Odisha #ArgusNews