କରୋନା ଛଡାଇ ନେଇଛି ବେଉସା। ଦୁର୍ଦ୍ଦିନରେ ଦିନ କାଟୁଛନ୍ତ ଷାଠିଏ ବାଉଁଶ କାରୀଗର ପରିବାର । ଲକଡାଉନ ଯୋଗୁଁ ଏବେ ହାତବାନ୍ଧି ବସିଛନ୍ତି । ଦୀର୍ଘ ଦେଢବର୍ଷ ହେଲା ପରିବାର ଚଳାଇବାକୁ କରୁଛନ୍ତି ସଂଘର୍ଷ ।
#ArgusNews #Odisha #ArgusTv #Berhampur #chatrapur #bambooartisan