ରୋଜଗାର ହରାଇବାକୁ ବସିଲେଣି କୁମ୍ଭକାର ପରିବାର । ପ୍ଲାଷ୍ଟିକ ଏବଂ ଚାଇନା ସାମଗ୍ରୀର ବଜାର ପ୍ରବେଶ ଯୋଗୁଁ ମାଟି ସାମଗ୍ରୀର ଚାହିଦା ଧିରେ ଧିରେ କମିବାରେ ଲାଗିଛି । ଏଭଳି ସ୍ଥିତିରେ ପରିବାର ପ୍ରତି ପୋଷଣ ଏବଂ କୂଳ ବେଉଷାକୁ କେମିତି ବଞ୍ଚାଇ ରଖିବେ ସେହି ଚିନ୍ତାରେ କୁମ୍ଭକାର ପରିବାର । କେନ୍ଦ୍ରାପଡାରୁ ଦେଖିବା ଏହି ରିପୋର୍ଟ
#Pottersfamily #pottery #kendrapara #occupation #ArgusNews