ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବନ୍ଦୀ ଭଳି ଜୀବନ ବିତାଉଛନ୍ତି । ଶିକ୍ଷା , ସ୍ବାସ୍ଥ୍ୟ, ଗମନାଗମନ ପାନୀୟ ଜଳରୁ ବଞ୍ଚିତ । ହୁଲି ଡଙ୍ଗା ହିଁ ଗମନାଗମନର ଭରସା । ସ୍ବାସ୍ଥ୍ୟ ସେବା ଏଠି ସାତସପନ । କେନ୍ଦୁଝର ହଦଗଡ ପଞ୍ଚାୟତର ସେହି ଦୁର୍ଗମ ଇଲାକାର ଚିତ୍ର
#Kendujhar #Odisha #ArgusNews