#ଦୁର୍ନୀତି_ଖୋର୍_ସୁସୁବା_ସରପଞ୍ଚ !
#ସରକାରୀ_ଅର୍ଥ_କରିଛନ୍ତି_ଆତ୍ମସାତ୍
ସରକାରୀ ଜମିରେ ପୋଖରୀ ଖୋଳି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ହରିଲୁଟ୍ ପଛରେ ଖୋଦ୍ ଛେଣ୍ଡିପଦା ସୁସୁବାର ସରପଞ୍ଚ ଦେବରାଜ ଦାସ । ଏଭଳି ସାଘାଂତିକ ଅଭିଯୋଗ ଆଣିଛି ବିଜେପି ।
#Angul #chhendipada #Corruption #governmentland #scam #BJP #allegations #Odisha #ArgusNews