#ଦୁର୍ନୀତିର_ଗନ୍ତାଘର_ପାଲଟିଛି_ବଡମ୍ବା_ବ୍ଲକ_ଓ_ଗୋପିନାଥପୁର_ପଞ୍ଚାୟତ
#ବିକାଶ_ପାଇଁ_ଆସୁଛି_ଅନୁଦାନ_ମାତ୍ର_ଚଳୁ_କରୁଛନ୍ତି_ସରପଞ୍ଚ_ଓ_ଅଧିକାରୀ
କାମ ସରିନି କିନ୍ତୁ ଉଠି ସାରିଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍ । କଟକ ବଡମ୍ବା ବ୍ଲକ ଗୋପିନାଥପୁର ଶାସନ ୬ ନମ୍ବର ୱାର୍ଡରେ ସାହିର ଡ୍ରେନ ପାଇଁ ଉଠିଛି ଲକ୍ଷ ଲକ୍ଷ ଟଙ୍କା ଆଉ ଭୁତ ଖାଉଛି ଟଙ୍କା । ଗ୍ରାମବାସୀଙ୍କର କହିବା ମୁତାବକ ଗୋପିନାଥପୁର ଶାସନ ସାହିରେ ବାଲି ମୁଠାଏ ପଡିନି କିନ୍ତୁ କଂକ୍ରିଟ ଡ୍ରେନ ନିର୍ମାଣ ନାଁରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିଛି ।
#Cuttack #Badambablock #Corruption #GopinathpurPanchayat #moneylaundering #Odisha #ArgusNews