ଖେଳିବା ବୟସରେ ଦୁର୍ବିସହ ଜୀବନ କାଟୁଛି କୁନି ପିଲାଟି । ଜନ୍ମରୁ ଖାଦ୍ୟ ନଳୀ ନ ଥିବାରୁ ଅସ୍ତ୍ରୋପଚାର ପରେ ଲାଗିଛି ପ୍ଲାଷ୍ଟିକ ପାଇପ୍ । ପାଖରେ ଟଙ୍କା ନଥିବାରୁ ଏକମାତ୍ର ପୁଅ ସାଇର ଚିକିତ୍ସା ପାଇଁ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ସାରିଆପଦା ଗାଁର କୁଳମଣି ଖଟୁଆ
#Dhenkanal #needhelp #operation #odishagovt #odapada #ArgusNews