କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମା ମାଡ ଘଟଣା । ତିନି ଦିନ ବିତି ଯାଇଥିଲେ ସୁଦ୍ଧା ଦୁର୍ବୁତ୍ତଙ୍କ ଟେର ପାଇନି ପୋଲିସ । ଏପଟେ ବିଜେପି ବିଧାୟକମାନଙ୍କ ମେଳିକୁ ଦେଖି କେନ୍ଦୁଝର ପୋଲିସ ତରବରିଆ ଭାବେ ସିସିଟିଭି ଫଟୋ ଜାରି କରିଛି
#Keonjhar #MohanMajhi #Bombing #OdishaPolice #BJPMLA #CCTVFootage #Odisha #ArgusNews