ପର୍ଯ୍ୟଟନ ସ୍ଥଳୀର ସହର ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ୍ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ । ନୀଳଗିରିର ଗୋପୀନାଥପୁରକୁ ଟ୍ରେନ ଲାଇନ୍ ଓ ଷ୍ଟେସନ ଅଛି । କିଛି ଦିନ ଭିତରେ ଏଠାକୁ ମାଲବାହୀ ଟ୍ରେନ୍ ଚାଲିବ । ଆଗକୁ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ ବୋଲି ଆଶା ସଂଚାର ହୋଇଛି
#Balasore #Nilagiri #Railway #Train #PassengerTrain #Odisha #ArgusNews