ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ତେନ୍ତୁଳିଖୁଣ୍ଟି ଗାଁର ଦୁର୍ଗମ ଅଞ୍ଚଳରେ ଏକ ପୁରୁଣା କୋଠାରେ ବିଗ୍ରହ ମାନେ ପୂଜା ପାଉଛନ୍ତି । ଆଜି ଯାଏଁ ଏହା ଲୁକ୍କାୟିତ ହୋଇ ରହିଛି । କେବଳ ପଥରରେ ତିଆରି ବିଗ୍ରହ ନୁହଁ, ସେହି କୋଠାରେ ଅନେକ ବିରଳ ପଥରରେ ତିଆରି ମୂର୍ତ୍ତି, ମନ୍ଦିର ଗମ୍ବୁଜ, ଶିବଲିଙ୍ଗ, ବୃଷଭଙ୍କ ବିଗ୍ରହ ଅଛି ।
#Bolangir #tentulikhunti #stonestatue #inaccessiblearea #SriJagannath #Odisha #ArgusNews