#ଦେଇଥିବା_ପ୍ରତିଶ୍ରୁତି_ରଖିଲାନି_ପ୍ରଶାସନ
#ଲକ୍ଷେ_ଟଙ୍କା_ଆବାସ_ଦେଇ_ଠକିଦେଲା
କୋମନା ଓ ଖଡ଼ିଆଳ ମଧ୍ୟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁଁ ଭିଟାମାଟି ହରାଇଲେ 5 ହଜାର ପରିବାର । ସେହି ସମୟରେ ବିସ୍ଥାପିତଙ୍କୁ ପ୍ରତିଶ୍ରୁତିର ବର୍ଷା ହୋଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତି ଗଲାଣି... ପ୍ରତିଶ୍ରୁତି ପୂରଣ ହେବାର ନାଁ ଧରୁନି
#Nuapada #LandIssue #OdishaGovt #INDRAWaterProject #Odisha #ArgusNews