#ଦେବଦୂତ_ସାଜିଲେ_ଆମ୍ବୁଲାନ୍ସ_ଡ୍ରାଇଭର
ଦୁର୍ଗମ ଅଞ୍ଚଳର ଦୁଃଖ। ବର୍ଷ ପରେ ବର୍ଷ ବିତୁଛି, କିନ୍ତୁ ବଦଳୁନି ଚିତ୍ର। ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ଖାଲଖମାରେ ପରିପୂର୍ଣ୍ଣ ପାହାଡିଆ ରାସ୍ତା। ଆଉ ଏହି ରାସ୍ତାରେ କିଭଳି ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ନେଉଛନ୍ତି ଲୋକେ। ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ସୀଂକୁଳି ପଦର ଓଲୋଣ୍ଡା ଗାଁର ।
#ambulance #Gajapati #durgamaodisha #driver #Odisha #ArgusNews